Placenta Previa (ODIA)

Page 1

ପ୍ଲାସେଣ୍ଟା ପ୍ରି ଭିଆ

ପ୍ଲା

ସେଣ୍ଟା ଗଭଭାଶୟର କାନ୍ଥସର ଲାଗିଥାଏ ଏବଂ ଗଭଭସ୍ଥ ଶିଶକ ୁ ୁ ରକ୍ତ ମାଧ୍ୟମସର ଖାଦ୍ୟର ଗୁରୁତ୍ୱପୂର୍ଣ୍ଭ ଉପାଦ୍ାନ ଏବଂ ଅମ୍ଳଜାନ ସ ାଗାଇଥାଏ | ୋଧାରଣତଃ ପ୍ଲାସେଣ୍ଟା, ଗଭଭାଶୟ ଗ୍ରୀବା ଠାରୁ ଦ୍ୂରସର, ଗଭଭାଶୟ କାନ୍ଥର ଉପର ଭାଗସର େଂଲଗ୍ନ ସ ାଇଥାଏ | ଶିଶ ୁ ଜନ୍ ମ ନସ ବା ପ ୟଭ ନ୍ତ ଏ ା ସେଠାସର ର ଥ ି ାଏ | ପ୍ରେବର ସଶଷ ପ ୟଭ ାୟସର, ପ୍ଲାସେଣ୍ଟା କାନ୍ଥରୁ ଅଲଗା ସ ାଇ ନିଷ୍କାେି ତ ସ ାଇଥାଏ, ପ୍ଲାସେଣ୍ଟା ପ୍ରିଭିଆ ସ ଉଛି ଏକ ଅବସ୍ଥା ସ ଉଥଁ ିସର ପ୍ଲାସେଣ୍ଟା ଗଭଭାଶୟର ନିମ୍ ନ ଭାଗସର ଗ୍ରୀବା ନିକଟସର େଂଲଗ୍ନ ର ଥ ି ାଏ ଏବଂ କିଛି ସେତ୍ରସର ଗଭଭାଶୟର ଗ୍ରୀବା ଦ୍ୱାରକୁ ଆଂଶିକ ବା େମ୍ପୂର୍ଣ୍ଭ ରୂସପ ଆବୃ ତ୍ତ କରି ଥାଏ|୨୦୦ ଗଭଭଧାରଣସର ପ୍ରାୟ ସଗାଟିଏସର ପ୍ଲାସେଣ୍ଟା ପ୍ରିଭିଆ ସ ାଇଥାଏ | ଏ ା ଗଭଭାବସ୍ଥାସର ଗୁରୁତର ରକ୍ତସ୍ରାବ ଏବଂ ଅନୟାନୟ ଜଟିଳତା େୃଷ୍ଟି କରି ପାସର | ଗଭଭଧାରଣର ଆରମ୍ଭରୁ ି ଁ ଗଭଭାଶୟ ର ଉପର ଭାଗ ପ ୟଭ ାୟ କ୍ରସମ େଂସକାଚନ ଓ ପ୍ରୋରଣ ସ ାଇଥାଏ | ଆରମ୍ଭସର ଏ ି ପ୍ରକ୍ରିୟା ଦ୍ୁ ବଳ ଭ ଥାଏ େମୟକ୍ରସମ ଏ ା େକ୍ରିୟ ସ ାଇଥାଏ | ଗଭଭାଶୟ ର ଉପର ଭାଗର େକ୍ରିୟ େଂସକାଚନ େମୟସର ନିମ୍ ନ ଭାଗ ନରମ ଓ ପତଳା ସ ବାେ ବିସ୍ତାରି ତ ସ ାଇଥାଏ | ପ୍ଲାସେଣ୍ଟା ପ୍ରିଭିଆ ଥ ିସଲ ଏ ି େମୟସର ପ୍ଲାସେଣ୍ଟାକୁ ଗଭଭାଶୟ େ ିତ େଂସ ାଗ କରୁଥ ିବା ରକ୍ତବା ୀଗୁଡିକ ଛିଣ୍ଡି ାଇ ପ୍ରବଳ ରକ୍ତସ୍ରାବ ସ ାଇପାସରପାସର | ପ୍ଲାସେଣ୍ଟା ଗଭଭାଶୟ ଗ୍ରୀବାର ସ ତିକି ନିକଟତର ସ ବ ରକ୍ତସ୍ରାବ ସେତିକି ଅଧ ିକ ସ ବ | ଏ ା ପ୍ରେୂତି ଏବଂ ଶିଶଙ୍କ ୁ ପାଇ ବି ଁ ପଦ୍ ସ ାଇଥାଏ | ପ୍ଲାସେଣ୍ଟା ପ୍ରିଭିଆର ଲକ୍ଷଣଗୁଡିକ କ’ଣ? ପ୍ଲାସେଣ୍ଟା ପ୍ରିଭିଆର େବୁ ଠାରୁ ୋଧାରଣ ଲେଣ ସ ଉଛି ଗଭଭଧାରଣର ଦ୍ୱିତୀୟାର୍ଦ୍ଭସର ସ ାନୀରୁ ନ୍ତ୍ରଣା ୀନ ରକ୍ତସ୍ରାବ | ମାତ୍ର ପ୍ଲାସେଣ୍ଟା ପ୍ରିଭିଆ ଥ ିବା େମସ୍ତ ମ ିଳାଙ୍କର ସ ାନୀ ରକ୍ତସ୍ରାବ ୁ ଏ ନା ି |ଁ ବାସ୍ତବସର, ପ୍ରାୟ ଏକ ତୃ ତୀୟାଂଶ ମ ିଳାଙ୍କର ଏ ି ଲେଣ ନ ଥାଏ | ପ୍ଲାସେଣ୍ଟା ପ୍ରିଭିଆ କିପରି ନିର୍ଣ୍ଣୟ କରାଯାଏ? ଅଲଟ୍ରାୋଉଣ୍ଡ ପରୀୋ ଦ୍ୱାରା ପ୍ଲାସେଣ୍ଟା ପ୍ରିଭିଆ ଏବଂ ପ୍ଲାସେଣ୍ଟାର ଅବସ୍ଥାନକୁ ଚିହ୍ନଟ କରି ପାସର | ସକସତକ ସେତ୍ରସର, ସେବା ପ୍ରଦ୍ାନକାରୀ ଡାକ୍ତର ଏକ ଟ୍ରାନ୍ ସସଭଜିନାଲ ଅଲଟ୍ରାୋଉଣ୍ଡ ବୟବ ାର କରି ପାରନ୍ତି | ସ ାନୀ ମାଧ୍ୟମସର ରକ୍ତସ୍ରାବ ନଥ ିସଲ ମଧ୍ୟ, ଦ୍ୱିତୀୟ ତ୍ରୟମାେି କ ଅଲଟ୍ରାୋଉଣ୍ଡ େମୟସର ପ୍ଲାସେଣ୍ଟା ପ୍ରିଭିଆ ଥ ିବାର ଜଣାପଡ଼ିପାସର | ଦ୍ି ଏ ା ଘସଟ ସତସବ ଅଧ ିକ ବୟସ୍ତ ୁ ଅନ୍ତୁ ନା ି |ଁ ଦ୍ୱିତୀୟ ତ୍ରୟମାେି କସର ଜଣାପଡୁ ଥ ିବା ପ୍ଲାସେଣ୍ଟା ପ୍ରିଭିଆ ଅଧ ିକାଂଶ ସେତ୍ରସର ଗଭଭାଶୟ ବିସ୍ତାରି ତ ସ ବାସବସଳ ଠିକ୍ ସ ାଇ ାଇଥାଏ | ମାତ୍ର ଗଭଭାଶୟ ଗ୍ରୀବାର ଆଭୟନ୍ତରୀଣ ଦ୍ୱାରକୁ ସ୍ପଶଭ ବା ଢାଙ୍କି ଥ ିବା ପ୍ଲାସେଣ୍ଟା ପ୍ରିଭିଆ ସେତ୍ରସର ଅଧ ିକ େତକଭତା ଆବଶୟକ ସ ାଇଥାଏ କାରଣ ଏ ି ଜଟିଳତାର ଚିକିତ୍ସା େ ଜ ସ ାଇନଥାଏ ଏବଂ ଉଭୟ ପ୍ରେୂତି ତଥା ଶିଶଙ୍କ ୁ ମୃତୁୟ ଆଶଙ୍କା ଥାଏ | ପ୍ଲାସେଣ୍ଟା ପ୍ରିଭିଆ କିପରି ଚିକିତ୍ସା କରାଯାଏ? ଏ ି ଅବସ୍ଥାର ଚିକିତ୍ସା, ଗଭଭଧାରଣର ଅବଧ ି, ପ୍ଲାସେଣ୍ଟା ପ୍ରିଭିଆର ଡିଗ୍ରୀ, ରକ୍ତସ୍ରାବର ଗମ୍ଭୀରତା ତଥା ପ୍ରେୂତି ଏବଂଗଭଭସ୍ଥ ଶିଶର ୁ ସ୍ୱାସ୍ଥୟବସ୍ଥା ଉପସର ନିଭର ଭ କସର | ଲେୟ ସ ଉଛି, ଥାେମ୍ଭବ ଗଭଭଧାରଣକୁ ଗଭଭସ୍ଥ ଶିଶର ୁ ଫୁ େଫୁ େ ପରି ପକ୍ୱ (୩୪ ରୁ ୪୦ େପ୍ତା ) ସ ବା ପ ୟଭ ନ୍ତ ସନଇ ି ବା | ପ୍ରବଳ ରକ୍ତସ୍ରାବକୁ ସରାକିବା ପାଇ ପ୍ଲ ଁ ାସେଣ୍ଟା ପ୍ରିଭିଆ ଥ ିବା ପ୍ରାୟ େମସ୍ତ ମ ିଳାଙ୍କ ପାଇ ଁ େି ଜରି ଆନ୍ ଜନ୍ ମ (େି -ସେକ୍ସନ୍ ) େୁପାରି ଶ କରା ାଏ | ରକ୍ତସ୍ରାବର ପରି ମାଣ ଏବଂ ପ୍ରେୂତଙ୍କ ି ିସମାସ୍ଲାବିନ ସ୍ତି ତି କୁ ବିଚାର କରି ରକ୍ତର ଆବଶୟକତା ନିର୍ଣ୍ଭୟ କରା ାଇଥାଏ | କିଛି ସେତ୍ରସର ମାେି ଭ୍ ଟ୍ରାନ୍ ସଫୁ ୟଜନ୍ ର ଆବଶୟକତା ପଡିଥାଏ | ଗଭଭାବସ୍ଥାର ସ ସକୌଣେି ପ ୟଭ ାୟସର, ଦ୍ି ବିପଜ୍ଜନକ ପ୍ରବଳ ରକ୍ତସ୍ରାବ ୁ ଏ କିମ୍ବା ଦ୍ି ପ୍ରେୂତି ଏବଂ ଶିଶର ୁ ଅେୁବିଧା ସଦ୍ଖାଦ୍ିଏ, ସତସବ େି -ବିଭାଗ ଆବଶୟକ ସ ାଇପାସର |


ପ୍ଲାସେଣ୍ଟା ପ୍ରିଭିଆର କାରଣ କ’ଣ? ପ୍ଲାସେଣ୍ଟା ପ୍ରିଭିଆର କାରଣ କ’ଣ ଆସମ ଜାଣୁ ନା ି ଁ |

ଦ୍ିଓ,କିଛି ପ୍ରେୂତିଙ୍କ ସେତ୍ରସର ପ୍ଲାସେଣ୍ଟା ପ୍ରିଭିଆ ପାଇ ଁ ଅଧ ିକ

ଆଶଙ୍କା ର ିଥାଏ, ଦ୍ି ସେ, o o o o o

େି ଗାସରଟ୍ ଟାଣନ୍ତି | ସକାସକନ୍ ବୟବ ାର କରନ୍ତି | ୩୫ କିମ୍ବା ତଦ୍ୁ ର୍ଦ୍ ଭ ବୟେର ସ ାଇଥ ିସବ | ାଆଳା, ଁ ତିନି କିମ୍ବା ତଦ୍ୁ ର୍ଦ୍ ଭ ଶିଶ ୁ ଥ ିବା ଗଭଭ ଧାରଣ କରି ଥ ିସବ | ଗଭଭାଶୟସର ଅସରାପଚାର ଥା େି -ସେକ୍ସନ୍ କିମ୍ବା ଡି ଆଣ୍ଡ େି (ଡିସଲେନ୍ ଏବଂ କୁୟସରସଟଜ୍) କରାଇଥ ିସବ |

ପ୍ଲାସେଣ୍ଟା ପ୍ରିଭିଆ ଅଛି, ସେସେ ଏହାର ପୁନେଣାର ସହୋର େମ୍ଭାେନା ସକସେ? ଅତୀତର ଗଭଭଧାରଣସର ପ୍ଲାସେଣ୍ଟା ପ୍ରିଭିଆ ଥ ିସଲ, ପୁନରାବୃ ତ୍ତି ାର ୨ ରୁ ୩ ପ୍ରତିଶତ େମ୍ଭାବନା ଅଛି | ଅନୟଙ୍କ ସେତ୍ରସର ଏ ା ୦.୫% ର ଥ ି ାଏ | ଡାକ୍ତର େୁଜ୍ଞାସନନ୍ଦ୍ର ମିଶ୍ର

ଓେି ଗାଇନ, େଲାଙ୍ଗୀର


Issuu converts static files into: digital portfolios, online yearbooks, online catalogs, digital photo albums and more. Sign up and create your flipbook.