Cervical Cancer Prevention Infographics in ODIA

Page 1

୯ ରୁ ୧୨ ବର୍ଷର ସମସ୍ତ ପୁଅ ଏବଂ ଝିଅଙ୍କର ସମ୍ପୂର୍ଣ୍ଷ ଏଚ ପି ଭି ଟୀକାକରଣ

୨୧ ବର୍ଷ ଠାରୁ ସମସ୍ତ ମହିଳାଙ୍କ ନିୟମିତ ସଠିକ ଯାଞ୍ଚ ଓ ପାପ ପରୀକ୍ଷା

ସନ୍ଦେହଜନକ କ୍ଷତ ର ସଅଳ ନିରୂପଣ ଓ ସମନ୍ଦୟାଚିତ ସଠିକ ତଥା ସମ୍ପୂର୍ଣ୍ଷ ାପଚାର

drsujnanendra@gmail.com


ଅଧିକ ପ୍ରଭାବଶାଳୀ କକନସର ପୂବବାବସ୍ଥାର ନିରାକରଣ ପାଇଁ ସଅଳ ଏଚ.ପି.ଭି. ଟୀକାକରଣ, ବିଳମ୍ି​ିତ ଟୀକାକରଣ ତୁ ଳନାକର ଅଧିକ ପ୍ରଭାବୀ |

ସଂକ୍ରମ୍ଣ ପୂବବରୁ ସମ୍ପୂର୍ଣ୍ବ ଟୀକାକରଣ ସଂକ୍ରମ୍ଣ ପୂବବରୁ ଟୀକାକରଣ ଦ୍ୱାରା ଟୀକା ର କାେବୟକାରିତା ସବବାଧିକ କହାଇଥାଏ | ପ୍ରାୟତଃ ୯ ରୁ ୧୨ ବର୍ବର କକୌଣସି ଶିଶୁ ଏଚ.ପି.ଭି. ସଂକ୍ରମ୍ିତ କହାଇନଥାନ୍ତି |

ଦୀର୍ବ ସ୍ଥାୟୀ ଏହା ପ୍ରମ୍ାଣିତ କେ ଏଚ.ପି.ଭି. ଟୀକାର ପ୍ରତିକରାଧକ କ୍ଷମ୍ତା କ୍ଷୁର୍ଣ୍ବ ହୁ ଏ ନାହ |

ଟୀକାକରଣ ପାଇଁ ଅଧିକ ସମ୍ଭାବନା ନବମ୍ ଜନମଦନ ି ପରବର୍ତ୍ବୀ ପ୍ରକତୟକ ଦିବସ ଏଚ.ପି.ଭି. ଟୀକାକରଣ ପାଇଁ ଏକ ସୁକୋଗ |

ଉତ୍କୃଷ୍ଟ ପ୍ରତିକରାଧକ ପ୍ରଣାଳୀ ବୟସ୍କଙ୍କ ତୁ ଳନାକର ଶିଶୁଙ୍କ ଠାକର ଟୀକାକରଣ ଜନିତ ପ୍ରତିକରାଧକ ଆଣ୍ଟିବଡି ଅଧିକ ମ୍ାତ୍ରାକର ସୃଷ୍ଟି କହାଇଥାଏ | କସଥିପାଇଁ ତିନ ି ପରିବକର୍ତ୍ବ ଦୁ ଇ ଟି ମ୍ାତ୍ର ଟୀକା ସୁପାରିଶ କରାୋଇଛି |




Turn static files into dynamic content formats.

Create a flipbook
Issuu converts static files into: digital portfolios, online yearbooks, online catalogs, digital photo albums and more. Sign up and create your flipbook.