Medication Abortion. Counselling in Oriya.

Page 1

ଓବି ଗାଇନ କ୍ି​ିନିକ, ବଲାଙ୍ଗୀର ଆପଣ, ଆପଣଙ୍କ ଗର୍ଭାବସ୍ଥାକୁ ଔଷଧୀୟ ପଦ୍ଧତିନର ସମାପ୍ତ କରି ବାପାଇ ନି ଁ ଷ୍ପତ୍ତି କରି ଛନ୍ତି | ଏହା ୨ଟି ଔଷଧ ଦ୍ୱାରା ତିନନାଟି ପର୍ଯଭୟାୟନର ସମ୍ପର୍ଣ୍ଭହୂଏ | ମିନେପ୍ରି ଷ୍ଟନ, ଗର୍ଭାବସ୍ଥାକୁ ବଜାୟ ରଖ ିବାପାଇ ଁ ପାଇ ଁଆବଶ୍ୟକ ହନମଭାନର କାର୍ଯଭୟକୁ ପ୍ରତିହତ କରି ଗର୍ଭାବସ୍ଥାକୁ ବାଧ ିତ କରି ଥାଏ | ନପ୍ରାସ୍ଟାଗ୍ଳାଣ୍ଡିନ ଗର୍ଭାଶ୍ୟର ସଂନକାଚନ ପୂବକ ଭ ର୍ୃଣର ନିଷ୍କାସନ କରି ଥାଏ | ଉର୍ୟ ଔଷଧ ଗର୍ଭାପାତ ପାଇ ଁ ଏକତ୍ର ପରି ପର ୁ କାତ୍ମକ କାମ କରି ଥାନ୍ତି |

ପ୍ରକ୍ରିୟା: ପ୍ରଥମ ପର୍ଯଭୟାୟ: - କ୍ି​ିନକ ି ନର ମି ନେପ୍ରି ଷ୍ଟନ ୨୦୦ ମି ଲିଗ୍ରାମ ଗ୍ରହଣ କରି ବାକୁ ନହବ | ପରବତ୍ତଭୀ ସମୟନର କଣ ଘଟି ପାନର ✓ ଦ୍ୱିତୀୟ ଔଷଧ ପ୍ରନୟାଗ ପର୍ଯଭୟନ୍ତ ନବାଧହୁ ଏ ଆପଣଙ୍କୁ ନକୌଣସି ପାଥଭକୟ ନବାଧ ନହବନାହି ଁ | ଅନନକ ନେତ୍ରନର ଆପଣ ଆପଣଙ୍କ ସାମାନୟ କାର୍ଯଭୟ ସବୁ କରି ପାରି ନବ | ✓ ଔଷଧ ନସବନର ଏକ ରୁ ପାଞ୍ଚ ଘଣ୍ଟା ମଧ୍ୟନର ବାନ୍ତି ହୁ ଏ, କ୍ି​ିନିକ୍ ର ସମ୍ପକଭନର ରୁହନ୍ତୁ | ପ୍ରଥମ ଔଷଧ ର ପୁନଃ ନସବନର ଆବଶ୍ୟକତା ପଡିପାନର | ✓ ପରବତ୍ତଭୀ ଦିନ ସନ୍ଧ୍ୟା ସମୟନର କିଛି ମହିଳା ସାମାନୟ ନପଟ ଦରଜ ସହିତ ରକ୍ତସ୍ରାବ ଏବଂ ଥକାପଣ ଅନୁ ର୍ବ କରି ପାରନ୍ତି | ଅଳ୍ପ କିଛି ନେତ୍ରନର ମାତ୍ରାଧ ିକ ନପଟବୟଥା ଏବଂ ରକ୍ତସ୍ରାବ ନହଇଥାଏ | (ଏହିସମୟନର ୩ ପ୍ରତିଶ୍ତ ନେତ୍ରନର ର୍ୃଣ ନିଷ୍କାସି ତ ନହବାର ସମ୍ଭାବନା ଥାଏ ମାତ୍ର ରକ୍ତସ୍ରାବ କିମ୍ବା ନପଟବୟଥା ର୍ୃଣ ର ସମ୍ପୂର୍ଣ୍ଭ ନିସ୍କାସନର ସୂଚକ ନୁ ନହ ଁ| ନତଣୁ ଏହି ପଦ୍ଧତି ଗ୍ରହଣ କରି ଥ ିବା ମହିଳା ଦ୍ୱିତୀୟ ଔଷଧ ଅବଶ୍ୟ ବୟବହାର କରି ନବ)

ଦ୍ୱିତୀୟ ପର୍ଯଭୟାୟ: - ଦ୍ୱିତୀୟ ଔଷଧ ନପ୍ରାସ୍ଟାଗ୍ଳାଣ୍ଡିନ ଉପନଦଶ୍ାନୁ ସାନର ୩୬ ରୁ ୪୮ ଘଣ୍ଟା ମଧ୍ୟନର ପ୍ରନୟାଗ କରି ବାକୁ ନହବ, ନପ୍ରାସ୍ଟାଗ୍ିାଣ୍ଡନ ପ୍ରନୟାଗ ପୂବର ଭ ୁ ଆପଣ ନିଶ୍ଚିତ ହୁ ଅନ୍ତୁନର୍ଯ ଆପଣଙ୍କ ପାଖନର ଜନଣ ସହାୟକ ଅଛନ୍ତି | ପରବତ୍ତଭୀ ସମୟନର କଣ ଘଟି ପାନର ✓ - ଅଳ୍ପ କିଛି ନେତ୍ରନର ମାତ୍ରାଧ ିକ ନପଟବୟଥା ଏବଂ ରକ୍ତସ୍ରାବ ନହଇଥାଏ | ✓ - ଦ୍ୱିତୀୟ ଔଷଧ ନପ୍ରାସ୍ଟାଗ୍ଳାଣ୍ଡିନ ଉପନଦଶ୍ାନୁ ସାନର ରୁ ୩୬ ଘଣ୍ଟା ମଧ୍ୟନର ପ୍ରନୟାଗ କରି ବାକୁପଡିବ | ✓ କିଛି ସମୟ ପନର ଏହାର ଔଷଧୀୟ ତତ୍ୱ ସକ୍ରିୟ ନହବା ସହିତ ଗର୍ଭାଶ୍ୟର ସଂନକାଚନ ଆରମ୍ଭ ନହାଇଥାଏ | ଏହାର ପ୍ରର୍ାବନର ତଳ ନପଟନର କ୍ରମବଦ୍ଧିଷ୍ଣ ଦରଜ ନହାଇଥାଏ | ଆବଶ୍ୟକ ସ୍ଥନଳ ଡାକ୍ତରଙ୍କ ଦ୍ୱାରା ପରାମଶ୍ଭନର ଦରଜ ନିବାରକ ଗ୍ରହଣ କରି ବାପାଇ ଁ ସଂନକାଚ କରନ୍ତୁନାହି ଁ | ଆପଣଙ୍କୁ ଏହିସମୟନର ବାନ୍ତି, ଝାଡା ତଥା ଶ୍ୀତ ସହିତ ସାମାନୟ ଜ୍ଵର ନହାଇପାନର | ୬୦ ପ୍ରତିଶ୍ତ ନେତ୍ରନର ୪ ଘଣ୍ଟା, ଆଉ ଅନୟ ନେତ୍ରନର ୨୪ ରୁ ୪୮ ଘଣ୍ଟା ମଧ୍ୟନର ନିଷ୍କାସନ ପ୍ରକ୍ରିୟା ସମ୍ପୂର୍ଣ୍ଭ ନହାଇଥାଏ | ଅଳ୍ପ ନକନତକଙ୍କ ନେତ୍ରନର (୫% ରୁ କମ) ଏହା ସମ୍ପୂର୍ଣ୍ଭ ନିଷ୍କାସନ ବିେଳ ନହାଇଥାଏ | ✓ - ନକୌଣସି ସମୟନର ୨୪ ଘଣ୍ଟାରୁ ଅଧ ିକ ଜ୍ଵର, ଅତୟଧ ିକ ରକ୍ତସ୍ରାବ କିମ୍ବା ନପଟ ଦରଜ ନହନଲ, ଦୁ ବଳ ଭ ଅନୁ ର୍ବ କନଲ, ତଥା ମୂର୍ଚ୍ାଭ ଗତ ନହନଲ ଡାକ୍ତରଖାନା ପଡିଥାଏ |

ତୃ ତୀୟ ପର୍ଯଭୟାୟ:- ଡାକ୍ତର ପରାମଶ୍ଭନର ୨ ସପ୍ତାହ ପନର କ୍ି​ିନିକ ର୍ଯିବାକୁ ପଡିଥାଏ | ଏହିସମୟନର ଚିକିତ୍ସକ ପରି ଶ୍ରା ଏବଂ ଆବଶ୍ୟକ ସ୍ଥନଳ ରକ୍ତ ପରୀୋ ତଥା ଅଲଟ୍ରାସାଉଣ୍ଡ ଦ୍ୱାରା ଉପନର୍ଯାଗ କରି ଥ ିବା ପଦ୍ଧତିର ସେଳତାର ମୂଲୟାଙ୍କନ କରି ଥାନ୍ତି, ବିେଳ ନେତ୍ରନର ଅନୟ ପଦ୍ଧତି ପାଇ ଁ ଉପନଦଶ୍ ନଦଇଥାନ୍ତି | ତା ସହିତ ପରବତ୍ତଭୀ ସମୟନର ବୟବହାର ପାଇ ଁ ଗର୍ଭନିନରାଧକର ପରାମଶ୍ଭ ନଦଇଥାନ୍ତି | ବିନଶ୍ଷ ଦ୍ରଷ୍ଟବୟ: - ୧) ଔଷଧୀୟ ପଦ୍ଧତି ବିେଳ ନେତ୍ରନର ଗର୍ଭାବସ୍ଥାକୁ ଆନଗଇନନବା ବିପଦ ସଂକୁଳ ନହାଇପାନର, ବିକଳାଙ୍ଗ ତଥା ମୃତ ଶ୍ିଶ୍ ୁ ଜନ୍ମର ଆଶ୍ଙ୍କା ଥାଏ ୨) ଗର୍ଭପାତ ପରବତ୍ତଭୀ ପ୍ରଥମ ଅଣପ୍ରତିନରାଧ ି ନର୍ଯୌନକ୍ରିୟା ରୁ ଗର୍ଭଧାରଣର ସମ୍ଭାବନା ରହିଛି, ଗର୍ଭପାତ ପନର ନଜନତ ଶ୍ୀଘ୍ର ସମ୍ଭବ ଗର୍ଭନିନରାଧକ ବୟବହାର କରି ବାହି ଁ ବୁ ଦ୍ଧିମତ୍ତାର ପରି ଚାୟକ |

ଡାକ୍ତର ସୁଜ୍ଞାନନନ୍ଦ୍ର ମିଶ୍ର


Issuu converts static files into: digital portfolios, online yearbooks, online catalogs, digital photo albums and more. Sign up and create your flipbook.