ଭେଷଜ ଉପଚାର ତ୍ରୁଟି ଓ ଚିକିତ୍ସକ

Page 1

ଭେଷଜ ଉପଚାର ତ୍ରୁଟି ଓ ଚିକିତ୍ସକ ଡା. ସୁଜ୍ଞାଭେନ୍ଦ୍ର ମିଶ୍ର,ଏମ.ଡି.(ପ୍ରସୂତି ଓ ସ୍ତ୍ରୀ ଭରାଗ) ଅବସରପ୍ରାପ୍ତ ସ୍ୱାସ୍ଥ୍ୟ େିଭଦେଶକ (େସି ଙ୍ଗ), ଓଡିଶା

ଚିକିତ୍ସକ ରୂପଭର ଆଭମ ଅନ୍ତରାତ୍ମାର ଆହ୍ାେ ୱ ତଥା ବିଭବକର ବିଭବଚୋଭର ଅେୟକୁ ସାହାଯ୍ୟ କରି ବାପାଇ ସମ୍ପୂ ଁ ର୍ଣ୍େ ପ୍ରତିବଦ୍ଧତା ସହ ଭସବାକୁ େିଜ ଜୀବେର ଅେି ନ୍ନ ଅବଲମ୍ବେ କରି ଥାଉ ଏବଂ ଭସହି କାଯ୍େୟଭର ସବେଦା ସନ୍ତୁଷ୍ଟ ଥାଉ। ଅଭେକ ସମୟଭର ଅବିଶ୍ୱସେୀୟ ୋଭବ ଜଟିଳ ଭରାଗର ସଫଳ ଚିକତ୍ସା କରି ଥ ିବା ଡାକ୍ତରଙ୍କ େିକଟଭର ଭରାଗୀ ଏବଂ ତାଙ୍କ ସମ୍ପକେୀୟ ଧେୟବାଦ ଜଭେଇଥା'ନ୍ତି ଏବଂ ପରବର୍ତ୍େୀ ସମୟଭର ବିଶ୍ୱାସ ପ୍ରକାଶ କରି ଥାନ୍ତି। ମ ଁୁ ବୟକ୍ତି ଗତ ୋବଭର ଭସପରି ଅଭେକ ଘଟୋ ଦ୍ଵାରା ପ୍ରୋବିତ ଏବଂ ଭପ୍ରରି ତ। ଅଭେକ ବୟକ୍ତି ଙ୍କ ଠାରୁ ମ ଁୁ ଏବଂ ଭମାର ସହଭଯ୍ାଗୀଙ୍କ ସଫଳ ଉପଚାରର କାହାେୀ ଶୁେବ ି ା ସମୟଭର ହୃ ଦୟଭର ଜିଜ୍ଞାସା ଆଭସ - ମ ଁୁ କେ ପ୍ରକୃତଭର ତାଙ୍କ ପାଇ ଁ ଭମାର କର୍ତ୍େବୟ ବାହାଭର କିଛି କରି ଛି? ଠିକ୍ ଏହି ସମୟଭର ମେ େି ତଭର ପୁେି ଉଙ୍କି ମାଭର ଅଭେକ ବୃ ର୍ତ୍ିଗତ ଆଭବଗି କ ଅଘଟେ। ଭକଭତଭବଭଳ ଅେୟ ସହକମେୀଙ୍କ ପ୍ରାଭୟାଜିତ କିମ୍ବା ତାଙ୍କର ରକ୍ଷାତ୍ମକ ଉର୍ତ୍ର ସମ୍ପକିତ ଘଟୋବଳୀ। ଅେୟ ଭକ୍ଷତ୍ରଭର ସହକମେୀଙ୍କୁ ରକ୍ଷା ପ୍ରଦାେ ପୂବକ େ କାଯ୍େୟଭର ଅଭେକ ଚିକିତ୍ସକ ପ୍ରୋବିତ ଭହବାର େଜିର ମଧ୍ୟ ରହିଛି। ଏ ସବୁ ଭକ୍ଷତ୍ରଭର ସମାଧାେ ଭବଶ୍ ସରଳ। ଆଗାମୀ ଦିେଭର ଏପରି ପରି ସ୍ଥ୍ିତିର ପୁେରାବୃ ର୍ତ୍ି ଘଟିଭଲ ପରି ସ୍ଥ୍ିତି ସୃଷ୍ଟିକାରୀ ମଧ୍ୟ ପ୍ରୋବିତ ଭହବାର ସମ୍ଭାବୋ ହୃ ଦୟଙ୍ଗମ ପୂବକ େ ବୟକ୍ତି ଦ୍ବୟ ମଧ୍ୟଭର ଆଭଲାଚୋ ମାଧ୍ୟମଭର ସହଜ ସମାଧାେ ଭହାଇଥାଏ। ଏହି ଭକ୍ଷତ୍ରଭର ଉେୟ ପକ୍ଷର ବିଶ୍ାବ ସଭଯ୍ାଗୟ ଏକ ମଧ୍ୟସ୍ଥ୍ର ଉପସ୍ଥ୍ି ତି ଉପଭରାକ୍ତ ପ୍ରକ୍ରିୟାକୁ ତ୍ୱରାନ୍ିତ ୱ କରି ଥାଏ। ମାତ୍ର ଭକବଳ ଭରାଗୀ ଓ ଚିକିତ୍ସକଙ୍କ ସମ୍ପକେ ହି ଁ ଚିକିତ୍ସାକୁ ପ୍ରୋବିତ କରି ଥାଏ। ଯ୍ୁଗ୍ ମ ଆୟୁକ୍ତ, ସ୍ବାସ୍ଥ୍ୟଭସବା ମାେୟତା ପ୍ରଦାେକାରୀ ପ୍ରାଧୀକରେ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠେଙ୍କ ସଂଯ୍ୁକ୍ତ ଆଭୟାଗର ଅେୁ ମାେଭର - ସମଗ୍ର ବିଶ୍ୱଭର ୧% ଭରାଗୀଙ୍କ ଭକ୍ଷତ୍ରଭର ଚିକିତ୍ସା ଜେିତ ତ୍ରୁଟି ଘଟିଥାଏ। ପ୍ରଭଫସର୍ ଝା ଙ୍କ ହାବାଡେ ଗଭବଷୋ ଅେୁ ଯ୍ାୟୀ ୋରତବଷେଭର ପ୍ରଭତୟକ ବଷେ ୫.୨ ଲକ୍ଷ ଚିକିତ୍ସା ଜେିତ ତ୍ରୁଟିର ଆକଳେ କରାଯ୍ାଇଛି।

ତା'ମଧ୍ୟଭର ପ୍ରମୁଖ ଭହଲା - ଔଷଧୀୟ, ଶଲୟଜେିତ ଏବଂ ଡାକ୍ତରଖାୋ ଅଧ ିଗ୍ରହିତ ସଂକ୍ରମେ ଜେିତ ତ୍ରୁଟି ସମୂହ। ବର୍ତ୍େମାେ କାଳଭର ଉପଚାରର ଗୁେବର୍ତ୍ା ବୃ ଦ୍ଧି ପାଇ ଁ ଅବିଶ୍ୱସେୀୟ ୋବଭର ବିକଶିତ ପରୀକ୍ଷା ଉପକରେ, ଉନ୍ନତ ମାେର ଔଷଧ ତଥା ଉଚ୍ଚଭକାଟିର ଭକୌଶଳ ଉପଲବ୍ଧ। ତଥାପି ବି ତ୍ରୁଟି ହୁ ଏ କାରେ ଏସବୁ ପ୍ରଭୟାଗର ଭକନ୍ଦ୍ରଭର ଜଭେ ମେିଷ ହି ଥାଏ ଁ ଭଯ୍ କି ଜଭେ ଚିକିତ୍ସକ। ଜଭେ ଚିକିତ୍ସକ ପ୍ରାରମ୍ଭି କ ପଯ୍େୟାୟଭର ଶରୀରର ରହସୟ ଜାେିବା ତଥା ବୁ ଝିବା ପାଇ ଁ ଅଧ ିକତର ସମୟ ବିଭତଇଥାନ୍ତି ଏବଂ ସମସ୍ତ ଭରାଗ େିରୂପେ, େିଦାେ ଏବଂ ଔଷଧ ପ୍ରଭୟାଗ ପୂବକ େ ତା'ର େିରାକରେ କରି ବା ଭକୌଶଳ ଶିଖ ିବାଭର ବାକି ସମୟ ଉପଭଯ୍ାଗ କରି ଥା'ନ୍ତି। ଅଭେଭକ 'ଇେଷ୍ଟି ଚୁ ୟଟ୍ ଅଫ ଭମଡିସିେ' ଦ୍ଵାରା ପ୍ରକାଶିତ "ଟୁ ଏର୍ ଇଜ୍ ହୁ ୟଭମେ" ପଢିଥ ିଭବ - ଭଯ୍ଉଥଁ ିଭରକି ବାଷି କ ଆେୁ ମାେିକ ୯୮,୦୦୦ େିବାରେକ୍ଷମ ମୃତୁୟ, ଚିକିତ୍ସା ତ୍ରୁଟିର ଆକଳେ କରାଯ୍ାଇଛି। ଏହା ମଧ୍ୟ ଠିକ୍ େୁ ହ ଁ ଭଯ୍ ଅଭଯ୍ାଗୟ ବୟକ୍ତି ଙ୍କ ଦ୍ଵାରା ଚିକିତ୍ସାର ଦାୟି ତ୍ୱ ସମ୍ପାଦୋ ଭଯ୍ାଗ ଁୁ ଏପରି ଭହାଇଥାଏ। ପ୍ରକୃତ ପକ୍ଷଭର ଅଭେକ ସମୟଭର ତ୍ରୁଟିପର୍ଣ୍ ୂ େ ଏବଂ ଜଟିଳ ବୟବସ୍ଥ୍ା ମଧ୍ୟଭର ସୁଭଯ୍ାଗୟ, ବିଭବକ ସମ୍ପନ୍ନ ବୟକ୍ତି ମଧ୍ୟ ଏପରି ତ୍ରୁଟିରୁ ବାଦ ପଡିୋହାନ୍ତି। ଘାତକ ତ୍ରୁଟି ଏବଂ ସାଙ୍ଘାତିକ େୁଲ ପାଇ ଁ ଭରାଗୀମାେଙ୍କର କ୍ଷତି ଘଟିଥାଏ। େି​ିଃସଭେହ ଭଯ୍ ଭସହି ଭରାଗୀ ଓ ତାଙ୍କର ସମ୍ପକେୀୟ ମାଭେ ମାେସିକ ଏବଂ ଆଥିକ କଷ୍ଟଭର ପୀଡିତ ଥାନ୍ତି। ଭରାଗୀର ସୁରକ୍ଷାକୁ ପ୍ରାଧାେୟ ଭଦଇ "ପ୍ରଥଭମ ଭରାଗୀ" ର ୋରା ଭେଇ ସ୍ୱାସ୍ଥ୍ୟ ତନ୍ତ୍ରଭର ପରି ସ୍ଥ୍ିତିୟ ପରି ବର୍ତ୍େ​େର ଆବଶୟକତା ରହିଛି। ବସ୍ତୁ ତିଃ ପ୍ରଭତୟକ ଚିକିତ୍ସକ ଚାହାନ୍ତି ଁ ଭଯ୍ ତାଙ୍କର ତ୍ରୁଟି ପାଇ ଁ ଭକୌେସି ଭରାଗୀର କ୍ଷତି େ ଘଟୁ । କାରେ ଭରାଗୀ ଯ୍ଦି ତାଙ୍କ ଚିକତ୍ସ ି ାକୁ ସଭେହ ଦୃ ଷ୍ଟିଭର ଭଦଖନ୍ତି, ତା'ର ପ୍ରୋବ ସି ଧାସଳଖ ଚିକିତ୍ସକଙ୍କ ଉପଭର ପଭଡ ଓ ତାଙ୍କ ବିଶ୍ୱସେୀୟତା ଉପଭର ପ୍ରଶ୍ନବାଚୀ ଲାଗି ଯ୍ାଏ। ପୁେି ଭସହି ଚିକିତ୍ସକଙ୍କ ବୟକ୍ତି ଗତ ଓ ବୃ ର୍ତ୍ିଗତ ଜୀବେଭର ଏକ ଶକ୍ତି ଶାଳୀ ୋବୋତ୍ମକ ଦାଗ ମଧ୍ୟ ଲାଗି ଥାଏ ଯ୍ାହା ପରବତେୀ କାଳଭର ଲଜ୍ଜା, ସଂଭକାଚ ଏବଂ ୋକାରାତ୍ମକ ୋବୋର ସୂତ୍ରପାତ କଭର। ଏପରି ତ୍ରୁଟିଭର ଭଯ୍ ଭକବଳ ଚିକିତ୍ସକ ପ୍ରୋବିତ ହୁ ଅନ୍ତି ଭସଇଟା େୁ ହ।ଁ ପ୍ରଥମତିଃ ସବୁ ଠାରୁ ଅଧ ିକ ଚିକିତ୍ସାଧୀେ ଭରାଗୀ, ଦ୍ିତ ବ ୀୟଭର ଚିକିତ୍ସକ ତଥା ସ୍ୱାସ୍ଥ୍ୟଭସବା ପ୍ରଦାେକାରୀ ବୟକ୍ତି ବିଭଶଷ (ଯ୍ଥା ଭସବିକା, ସୁରକ୍ଷା କମେୀ ଇତୟାଦି) ଏବଂ ପରି ଭଶଷଭର କିଛି ଭକ୍ଷତ୍ରଭର ଅେୁ ଷ୍ାଠ େ ଓ


Turn static files into dynamic content formats.

Create a flipbook
Issuu converts static files into: digital portfolios, online yearbooks, online catalogs, digital photo albums and more. Sign up and create your flipbook.